Paytm ରେ କିପରି ରେଜିଷ୍ଟର କରିବା ଓଡ଼ିଆ ରେ ଜାଣିବା

Paytm ରେ କିପରି ରେଜିଷ୍ଟର କରିବାPaytm ରେ କିପରି ରେଜିଷ୍ଟର କରିବା


Paytm ଭାରତ ର ଏକ ସବୁଠାରୁ ବଡ ପପୁଲାର ମୋବାଇଲ ୱାଲେଟ ପ୍ଲଟଫର୍ମ ଯାହାକି ଗ୍ରାହକ ଙ୍କୁ ସବୁଠୁ ବଢିଆ ୱାଲେଟ ସେବା ପ୍ରଦାନ କରେ | ଏଥିରେ ଆପଣ ମୋବାଇଲ,DTH ରିଚାର୍ଜ ସହ ସମସ୍ତ ପ୍ରକାର ର ବିଲ ପେମେଂଟ କରି ପାରିବେ |ଏଠି ସହ ଶସ୍ତା ରେ ଶପିଂ ମଧ୍ୟ କରି ପାରିବେ |

ଏଥିରେ ରେଜିଷ୍ଟର କରିବା ଅତି ସହଜ |ନିମ୍ନ ରେ ଦିଅ ଯାଇଥିବା ପ୍ରଣାଳୀ କୁ ଅନୁସରଣ କରନ୍ତୁ ଓ Paytm ରେ ରେଜିଷ୍ଟର ହୋଇ ଯାନ୍ତୁ |

ପ୍ରଣାଳୀ







  • Paytm ଆପ୍ସ କୁ ଏଠାରେ କ୍ଲିକ (Click Here) କରି ଡାଉନଲୋଡ଼ କରନ୍ତୁ |.

  • Paytm ଆପ୍ପ କୁ ଓପେନ କରି ନିଜ ଭାଷା ବାଛନ୍ତୁ ଓ ସମସ୍ତ ଅନୁମତି ପ୍ରଦାନ କରନ୍ତୁ |

  • ଡାହାଣ ପାଖ ଉପରେ ଥିବା Smile Face ଟ୍ୟାବ ରେ କ୍ଲିକ କରନ୍ତୁ ଓ Create a New Account ରେ କ୍ଲିକ କରନ୍ତୁ |

  • ବର୍ତମାନ ନିଜ ମୋବାଇଲ ନମ୍ବର ,Email Id ଦେଇ ଆକାଉଣ୍ଟ ଖୋଲି ଦିଅନ୍ତୁ |

  • ଏହା ପରେ Passbook ସେକ୍ସନ ରେ କ୍ଲିକ କରି ନିଜର ଆଧାର କାର୍ଡ କିମ୍ବା ଅନ୍ୟ ସରକାରୀ ଡକ୍ୟୁମେଣ୍ଟ ପ୍ରଦାନ କରି ନିଜ Mini Kyc ସମ୍ପୂର୍ଣ କରନ୍ତୁ |

  • ଏହା ପରେ ପେଟମ ସେବା ଆରମ୍ଭ କରନ୍ତୁ |