Redmi Note 5 Pro Odia ଓଡ଼ିଆ ରେ Review
Redmi Note 5 pro ଓଡ଼ିଆ ରେ ,Pros & Cons
Xiaomi ଇଣ୍ଡିଆ ବଜ଼ାର ରେ ଗୋଟିଏ ନୂଆ ଫୋନ ଲଞ୍ଚ କରିଛି ଯାହାର ନାମ ହେଲା Redmi Note 5 Pro ଯାହା କି ମୋବାଇଲ ଫୋନ ଲଭର ଙ୍କ ପାଇଁ ଏକ ଉତ୍କୃଷ୍ଟ ଫୋନ ଓ ଏହା ଇଣ୍ଡିଆନ ମୋବାଇଲ ମାର୍କେଟ ରେ ଚହଳ ସୃଷ୍ଟି କରି ଦେଇଛି | ଏହି ଫୋନ ୨୦୧୭ ର ହିରୋ Redmi Note 4 କ୍ୟାମେରା ର ସ୍ଥାନ ନେବ |
ଏହି ଫୋନ ର ସବୁ ଠାରୁ ମୁଖ୍ୟ କଥା ହେଲା ଯେ ଏହାର କ୍ୟାମେରା ଯାହା କି ମାର୍କେଟ ରେ ହଇ ଚଇ ସୃଷ୍ଟି କରି ଦେଇଛି |Redmi 5 Pro ଦୁଇ ରିଅର
ଏହି ଫୋନ ର ଆଉ ଏକ ଭଲ କାର୍ଯ୍ୟ ହେଲା ଏହାର ଫେସ ଅନଲକ (Face Unluck ) ଶିଷ୍ଟସମ ଯାହା କି ଆପଣ ଙ୍କ ମୁହଁକୁ ଜାଣି ପାରି ଆପଣା ଛାଏ Screen Unluck ହେଇ ଯାଏ | ଏହି କାର୍ଯ୍ୟ ମାତ୍ର ୦.୨ ସେକେଣ୍ଡ ରେ ହେଇ ଯାଏ |
ଏହି ମୋବାଇଲ ବିଶ୍ୱ ର ସବୁ ଠାରୁ ଦ୍ରୁତ ପ୍ରୋସେସସେର ନୂଆ Snapdragon ୬୩୬ ସହିଥ ଆସୁଅଛି |ଯାହା କି ଆପଙ୍କ ଫୋନ କୁ ହାଙ୍ଗ ହାବାରୁ ରକ୍ଷା
Redmi Note 5 Pro ୧୮:୯ ଅନୁପାତ ର ଫୁଲ ସ୍କ୍ରିନ(୫.୫'' )ଡିସପ୍ଲାୟା ରେ ଆସୁ ଅଛି ଯେଉଁ ଠାରେ "କି" ସ୍କ୍ରିନ ମଧ୍ୟ ରେ ଅବସ୍ତିତ |ଏହି ମୋବାଇଲ ୨.୫ D ଗରିଲା ଗ୍ଲାସ ସହ ଆସୁ ଅଛି ଯାହା କି ଏଥିରେ ଥିବା ଫୁଲ HD ସ୍କ୍ରିନ (୨୧୬୦ X ୧୦୮୦) କୁ ସମ୍ପୂର୍ଣ ଭାବେ ପ୍ରୋଟେକ୍ସନ ଦେଇ ଥାଏ |
ଏହି ମୋବାଇଲ 4000 MH ଵାଟଟେରୀ ସହ ଆସୁ ଅଛି ଯାହା କି ଆପଣ ଙ୍କୁ ୨ ଦିନ ର ଵ୍ୟାକପି ଯୋଗାଇ ଦବ |ଏହି ଡିଭାଇସ ଟି Xiaomi's MIUI 9 skin ଭିତିକ ଅଣ୍ଡରୱାର୍ଡ଼ ର ୭.୧ ନଗେଟ ଭର୍ସନ ରେ ଚାଲୁ ଅଛି ଏବଂ ଏଥିରେ ଖୁବ ଶୀଘ୍ର ଅଣ୍ଡରୱାର୍ଡ଼ Oreo-ଭିତିକ ଅପଡେଟ ମିଳି ଯିବ|
ଏହି ମୋବାଇଲ ୪ ଜିବି + ୬୪ ଜିବି ଭାରିଆନଟ ଓ 6 ଜିବି + ୬୪ ଜିବି ଭାବ ରେ ୨ ପ୍ରକର ରେ ମିଳୁଛି|ଏହାକୁ ଆପଣ flipkart ରୁ କିଣି ପାରି ବେ |
Redmi Note 5 pro ଓଡ଼ିଆ ରେ
Redmi Note 5 pro ଓଡ଼ିଆ ରେ
cheak in mi store