Xiaomi ଇଣ୍ଡିଆ ବଜ଼ାର ରେ ଗୋଟିଏ ନୂଆ ଫୋନ ଲଞ୍ଚ କରିଛି ଯାହାର ନାମ ହେଲା Redmi Y2|ଏହି ଫୋନେ ୧୦୦୦୦ ଟଙ୍କା ଭୀତ ରେ ଏକ ଉତ୍କୃଷ୍ଟ ମୋବାଇଲ ଫୋନ |ଫୋନ ଜୁନ ମାସ ରେ ଲଞ୍ଚ ହୋଇଛି ଯାହା କି ଜୁନ ୧୨ ତାରିଖ ରୁ amazon ରେ ବିକ୍ରି ଆରମ୍ବ ହେବ ଏହି ଫୋନ ୨ ପ୍ରକାର ରେ ମିଳୁ ଅଛି ଯଥା ୩ GB + ୩୨ GB (RS .୯୯୯୯)ଓ 4 GB + ୬୪ GB (RS ୧୩୯୯) |
Xiaomi Redmi Y2 Details
Introduction and Camera:
ଏହି ଫୋନ ଏକ ଭଲ କ୍ୱାଲିଟି ଫିଙ୍ଗର ସେନସର ସହିଥ ୧୬ ର ବିଉଟି ସେଲ୍ଫି କ୍ୱାଲିଟି କ୍ୟାମେରା ଓ ୧୨+୫ ର ଡୁଆଲ ପଛ କ୍ୟାମେରା ର ମିଶ୍ରଣ ରେ ବଜ଼ାର ରେ ଉପ ଲବ୍ଧ ହେଉ ଅଛି |ଯାହା କି ଆପଣ ଙ୍କୁ ବହୁତ ଭଲ କ୍ୱାଲିଟି ର ଫୋଟୋ ଓ ଭିଡ଼ିଓ ପ୍ରଦାନ କରୁ ଅଛି |କିନ୍ତୁ ଏହି ଫୋନ MI NOTE 5 PRO ର କ୍ୟାମେରା ଠାରୁ ଟିକେ ପଛ ରେ ରହୁଛି | ଏହାର ୧୬ MP ର ବିଉଟି କ୍ୟାମେରା ଆପଣାକୁ ଭଲ ସେଲ୍ଫି ସହ ଭଲ କ୍ୱାଲିଟି ର ଭିଡ଼ିଓ କଲ କରିବାର ସୁଯୋଗ ଦେଉ ଅଛି |ଏହି ମୋବାଇଲ ଆଗ ଓ ପଛ ରେ flash ଲାଇଟ ସହ ଆସୁ ଅଛି |ଏହା ସହ ଏଥିରେ face Unluck ର ସୁବିଧା ଦେଉ ଅଛି
Display and Connectivity:
Redmi Y2 5.9" FHD + ଡିଷ୍ପ୍ଲେ ସହିଥ 4G Volte , Bluetooth 4.2, GPS, Wi-Fi 802.11 b/g/n, a microUSB 2.0 ପୋର୍ଟ ଓ ଦୁଇ ସିମ ଓ ଏକ ମେମୋରୀ କାର୍ଡ ର ସୁବିଧା ଯୋଗାଇ ଦେଉଛି|
Performance and Storage
ଏହି ଡିଭାଇସ ଟି Snapdragon 625 ସହିଥ ୩GB RAM ଓ 32GB Internal ମେମୋରୀ ର ଏକ ସୁନ୍ଦର ପବେର ଫୁଲ ପାକେଟ |ଏଥିରେ ଆପଣ ୨୫୬ ମେମୋରୀ କାର୍ଡ ପର୍ଯ୍ୟନ୍ତ ପକାଇ ପରି ବେ |
Platform and Battery:
MI On ବକ୍ସ ନୌଗତ ଛାଡି Oreo ଆଡକୁ ମୁହାଣିଚି |ଏହି ଫୋନ Android 8.0 Oreo operating system ରେ ଚାଲୁ ଅଛି |ଏହାର ପବେରଫୁଲ ପେରଫୋରମନ୍ସ ପାଇଁ ୩୦୮୦ MH ର Li-Ion Baterry ଉପଲବ୍ଧ |