Paytm UPI ରେ ରେଜିଷ୍ଟର କିପରି କରିବା ? ଓଡ଼ିଆ ରେ ଜାଣିବା

Paytm UPI ବିଷୟ ରେ ଜାଣିବା ପୂର୍ବରୁ ଜାଣି ନବ ଦରକାର ଯେ UPI କଣ ?





UPI (Unified Payment Interface ) ଗୋଟିଏ ମୋବାଇଲ ପେମେଂଟ ପ୍ରଣାଳୀ ଯାହାକି ଆପଣ ଙ୍କୁ ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ରୁ ଟଙ୍କା ଅନ୍ୟ ଅନ୍ୟ ବ୍ୟାଙ୍କ କିମ୍ବା ଅନ୍ୟ ଲୋକ ର ଆକାଉଣ୍ଟ କୁ ସଂଗେ ସଂଗେ ପଠାଇବା ର ସୁବିଧା ଯୋଗାଇ ଥାଏ ଓ ଏଠି ସହ ଯେଉଁ ଦୋକାନୀ UPI ପେମେଂଟ ଗ୍ରହଣ କରୁଥିବେ ତାଙ୍କୁ ପେମେଂଟ ଦବ ର ସୁଯୋଗ ଦେଇ ଥାଏ |

UPI ପେମେଂଟ ର ପ୍ରସାରଣ ପାଇଁ ଭାରତ ସରକାର {National Payments Corporation of India (NPCI)} କିଛି କମ୍ପାନୀ ଙ୍କୁ ସୁକଗା ଦେଇଛନ୍ତି ସେଥି ମଧ୍ୟ ରୁ Paytm ଅନ୍ୟତମ |

 
Paytm UPI ରେ ରେଜିଷ୍ଟର କରିବା ପ୍ରଣାଳୀ :






  • Paytm UPI ID ତିଆରି କରିବା ପାଇଁ ପ୍ରଥମେ ଆମକୁ Paytm ଆପ୍ପ ରେ ରେଜିଷ୍ଟର କରିବାକୁ ପଡିବ |Paytm ରେ କିପରି ରେଜିଷ୍ଟର କରା ଯାଏ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ(Click Here)

  • Paytm ଆପ୍ପ ରେ ଥିବା BHIM UPI ଅପସନ ରେ କ୍ଲିକ କରନ୍ତୁ |

  • ଏହା ପରେ ନିଜ ବ୍ୟାଙ୍କ ରେଜିଷ୍ଟର ମୋବାଇଲ ନ ରେ ଭେରିଫୟ କରନ୍ତୁ ଓ ନିଜ ବ୍ୟାଙ୍କ ନାମ ବାଛି କ୍ଲିକ କରନ୍ତୁ |

  • ଏହା ପରେ ନିଜ Debit/ATM କାର୍ଡ ର ଶେଷ ୬ ଅଙ୍କ ଓ ଏକ୍ସପରୀ ଡେଟ ଏଣ୍ଟେର କରନ୍ତୁ |

  • ଏହା ପରେ ବ୍ୟାଙ୍କ OTP ସହ ଏକ ନୂଆ UPI ପିନ ଏଣ୍ଟେର କରନ୍ତୁ |

  • ଏହା ପରେ ଆପଣ ପେଟମ UPI ରେ ରେଜିଷ୍ଟର ହୋଇ ଯିବେ ଓ UPI ର ସମସ୍ତ ଅଫର ର ଲାଭ ଉଠାଇ ପାରିବେ |


Paytm UPI ରେ ରେଜିଷ୍ଟର

[embed]https://youtu.be/6gtU4_Y28mY[/embed]