PhonePe ଆକାଉଣ୍ଟ କିପରି ଖୋଲିବା ? ଓଡ଼ିଆ ରେ ଜାଣିବା


PhonePe UPI ବିଷୟ ରେ ଜାଣିବା ପୂର୍ବରୁ ଜାଣି ନବ| ଦରକାର ଯେ UPI କଣ ?





UPI (Unified Payment Interface ) ଗୋଟିଏ ମୋବାଇଲ ପେମେଂଟ ପ୍ରଣାଳୀ ଯାହାକି ଆପଣ ଙ୍କୁ ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ରୁ ଟଙ୍କା ଅନ୍ୟ ଅନ୍ୟ ବ୍ୟାଙ୍କ କିମ୍ବା ଅନ୍ୟ ଲୋକ ର ଆକାଉଣ୍ଟ କୁ ସଂଗେ ସଂଗେ ପଠାଇବା ର ସୁବିଧା ଯୋଗାଇ ଥାଏ ଓ ଏଠି ସହ ଯେଉଁ ଦୋକାନୀ UPI ପେମେଂଟ ଗ୍ରହଣ କରୁଥିବେ ତାଙ୍କୁ ପେମେଂଟ ଦବ ର ସୁଯୋଗ ଦେଇ ଥାଏ |

UPI ପେମେଂଟ ର ପ୍ରସାରଣ ପାଇଁ ଭାରତ ସରକାର {National Payments Corporation of India (NPCI)} କିଛି କମ୍ପାନୀ ଙ୍କୁ ସୁକଗା ଦେଇଛନ୍ତି ସେଥି ମଧ୍ୟ ରୁ Paytm ଅନ୍ୟତମ |

ଗୋଟିଏ Fin-Tech କମ୍ପାନୀ ଯାହା କି Flipkart ର ଏକ ଅଂଶ ବିଶେଷ | PhonePe ଗ୍ରାହକ ଙ୍କୁ Online ପେମେଂଟ ର ସୁବିଧା ଦିଏ ଯାହା କି UPI ଦ୍ୱାରା ପରିଚାଳିତ |
PhonePe UPI ରେ ରେଜିଷ୍ଟର କରିବା ପ୍ରଣାଳୀ :






  • ପ୍ରଥମେ ଏଠାରେ କ୍ଲିକ(Click Here) କରି Playstore ରୁ PhonePe ଆପ୍ପ ଡାଉନଲୋଡ଼ କରନ୍ତୁ |

  • ଏହା ପରେ Register ଉପରେ କ୍ଲିକ କରି ଆବଶ୍ୟକ ତଥ୍ୟ ପ୍ରଦାନ କରନ୍ତୁ |

  • ଏହା OTP ଦ୍ୱାରା ଆଉଟମ୍ଟିସି ଭେରିଫୟ ହେଇଯିବ |

  • ଏହା ପରେ ଉପରେ   କ୍ଲିକ କରନ୍ତୁ |

  • "Bank Account section" କୁ ଯାନ୍ତୁ  ଓ  " Add New Bank " ଉପରକଙ୍କ କରନ୍ତୁ |

  • PhonePe ରେ ଲିଙ୍କ କରିବାକୁ ଚାହୁଁ ଥିବା ବ୍ୟାଙ୍କ ଆକାଉଣ୍ଟ ରେ କ୍ଲିକ କରନ୍ତୁ |

  • ଓ ଏହା ପରେ "Set UPI PIN " ଉପରେ କ୍ଲିକ କରନ୍ତୁ |

  • ନିଜର ଶେଷ ୬ ଅଙ୍କ ATM /Debit କାର୍ଡ ର ଏଣ୍ଟେର କରନ୍ତୁ |

  • ନିଜ ବ୍ୟାଙ୍କ ତରଫ ରୁ ଆସିଥିବା OTP କୁ ବେଭାର କରି ନିଜର UPI PIN ସେଟ କରନ୍ତୁ |

  • ଏବେ ଆପଣ ସଫଳତାର ସହ ନିଜ ବ୍ୟାଙ୍କ ଆକାଉଣ୍ଟ କୁ PhonePe ଆପ୍ପ ସହ ଲିଙ୍କ କରି ଦେଲେ ଓ PhonePe ର ନୂଆ ଓ ଲଟେଷ୍ଟ ଅଫର ର ସୁବିଧା ଉଠାଇ ପାରିବେ |


Paytm UPI ରେ ରେଜିଷ୍ଟର କିପରି କରିବା ? ଓଡ଼ିଆ ରେ ଜାଣିବା

[embed]https://www.phonepe.com/how_to_pay/videos/Add_bank_com.mp4[/embed]